ପ୍ରକୃତି ବିଜ୍ଞାନ

ଉଇକିଅଭିଧାନ‌ରୁ

ପ୍ରକୃତି ବିଜ୍ଞାନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ପ୍ରକୃତି ବିଦ୍ୟା, ପ୍ରକୃତି ଶାସ୍ତ୍ର—ବି)

ସଂସ୍କୃତ - ବିଶେଷ୍ୟ - (ଆଧୁନିକ ପ୍ରୟୋଗ)[ସମ୍ପାଦନା]

ପଦାର୍ଥ ବିଜ୍ଞାନ; ପ୍ରକୃତି ତତ୍ତ୍ୱ ବିଷୟକ ଶାସ୍ତ୍ର Natural philosophy; physics; natural science.

[ଦ୍ରଷ୍ଟବ୍ୟ —ଏ ଶବ୍ଦ ସାହାର୍ଯ୍ୟରେ ପ୍ରକୃତିବିଜ୍ଞାନବିତ୍ (ପୁଂ ଓ ସ୍ତ୍ରୀ), ପ୍ରକୃତିବିଜ୍ଞାନବେତ୍ତା (ପୁଂ) ଓ ପ୍ରକୃତି ବିଜ୍ଞାନବେତ୍ତ୍ରୀ (ସ୍ତ୍ରୀ) ଶବ୍ଦମାନ ଉତ୍ପନ୍ନ ହୁଏ]