Jump to content

ପ୍ରଜ୍ୱଳନ

ଉଇକିଅଭିଧାନ‌ରୁ

ପ୍ରଜ୍ୱଳନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ପ୍ର+ଜ୍ୱଳନ)

[ସମ୍ପାଦନା]
୧. ହୁ ହୁ ଜଳିବା; ଅତିଶୟ ଦହନ — ୧. Intense burning; blazing.
୨. ନିଆଁରୁ ଶିଖା ଉଠି ଜଳିବା — ୨. Flemming up of fire; burning.
୩. ପ୍ରଦୀପନ — ୩. Setting fire; lighting kindling.
୪. ନିଆଁ ଲାଗିବା —୪. Being on fire.



ପ୍ରଜ୍ୱଳନ

ଉଚ୍ଚାରଣ

[ସମ୍ପାଦନା]

(ପ୍ରଜ୍ୱାଳିତ—ବିଣ)

ସଂସ୍କୃତ - ବିଶେଷ୍ୟ - (ପ୍ର+ଜ୍ୱଳିବା)

[ସମ୍ପାଦନା]

ଜଳାଇବା; ନିଆଁ ଲଗାଇବା — Kindling; setting fire to; igniting.