Jump to content

ପ୍ରଣୟ

ଉଇକିଅଭିଧାନ‌ରୁ

ପ୍ରଣୟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପ୍ର+ନୀ ଧାତୁ= ପ୍ରାପ୍ତ ହେବା+ଭାବ. ଅ; ଣତ୍ୱବିଧାନ)[ସମ୍ପାଦନା]

୧. ପ୍ରେମ; ପ୍ରୀତି —୧. Love.
୨. ବନ୍ଧୁତା; ବନ୍ଧୁସ୍ନେହ — ୨. Friendly regard; friendship.
୩. ଅନୁରାଗ; ସ୍ନେହ —୩. Affection; fondness.
୪. ଆସକ୍ତି; ମନର ମେଳ; ଭାବ; ଘନିଷ୍ଠତା — ୪. Attachment; intimany; familiarity.
୫. ପ୍ରାର୍ଥନା; ଯାଚଞ୍ଜା — ୫. Asking; begging; beseeching; praying
୬. ଆଳାପ —୬. Acquaintance; acquaintance due to mutual conversation.
୭. ଶ୍ରଦ୍ଧା; ଭକ୍ତି — ୭. Regard; devotion; reverence.
୮. ବିଶ୍ୱାସ —୮. Trust; confidence.
୯. ପ୍ରସବ; ସନ୍ତାନ ଉତ୍ପାଦନ — ୯. Giving birth to btinging forth children.
୧. ନିର୍ବାଣ; ମୁକ୍ତି; ମୋକ୍ଷ — ୧୦. Final emancipation.
୧୧. ପ୍ରୀତିପୂର୍ବକ ପ୍ରାର୍ଥନା — ୧୧. Affectionate solicitation.
୧୨. (+କର୍ତ୍ତୃ. ଅ) ନେତା —୧୨. A leader; a guide
୧୩. (+ଭାବ ଅ) ନେତୃତ୍ୱ — ୧୩. Guidance; leadership.