ପ୍ରତାରକ

ଉଇକିଅଭିଧାନ‌ରୁ

ପ୍ରତାରକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ପ୍ରତାରିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ପ୍ର+ତୃ ଧାତୁ=ଠକିବା+କର୍ତ୍ତୃ. ଅକ)[ସମ୍ପାଦନା]

୧. ପ୍ରତାରଣାକାରୀ; ବଞ୍ଚନାକାରୀ — ୧. Cheating; perfidious.
୨. ଧୂର୍ତ୍ତ —୨. Sly; cunning.

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

ବଞ୍ଚକ; ଶଠ ବ୍ୟକ୍ତି — A knave; a cheat.