Jump to content

ପ୍ରତାରକ

ଉଇକିଅଭିଧାନ‌ରୁ

ପ୍ରତାରକ

ଉଚ୍ଚାରଣ

[ସମ୍ପାଦନା]
(ପ୍ରତାରିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ପ୍ର+ତୃ ଧାତୁ=ଠକିବା+କର୍ତ୍ତୃ. ଅକ)

[ସମ୍ପାଦନା]
୧. ପ୍ରତାରଣାକାରୀ; ବଞ୍ଚନାକାରୀ — ୧. Cheating; perfidious.
୨. ଧୂର୍ତ୍ତ —୨. Sly; cunning.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ବଞ୍ଚକ; ଶଠ ବ୍ୟକ୍ତି — A knave; a cheat.