ପ୍ରତିଜ୍ଞା
ଦେଖଣା
ପ୍ରତିଜ୍ଞା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ପ୍ରତି+ଜ୍ଞା ଧାତୁ+ଭାବ. ଅ+ସ୍ତ୍ରୀ. ଆ)
[ସମ୍ପାଦନା]- ୧. ଶପଥ; ପଣ —୧. Vow; oath.
- ୨. ସ୍ୱୀକାର — ୨. Assent; admission; acknowledgement.
- ୩. ବାଗ୍ଦାନ; ପ୍ରତିଶ୍ରୁତି; ଅଙ୍ଗୀକାର — ୩. Promise; agreement.
- ୪. ଘୋଷଣା —୪. Declaration.
- ୫. କର୍ତ୍ତବ୍ୟାବଧାରଣ; ଉଦ୍ଦେଶ୍ୟସାଧନ ନିମନ୍ତେ ଦୃଢ଼ସଂକଳ୍ପ — ୫. Determination; resolution.
- ୬. ପ୍ରସ୍ତାବ —୬. A proposal.
- ୭. (ନ୍ୟାୟ) ନ୍ୟାୟର ପ୍ରତିପାଦ୍ୟ ନିର୍ଦ୍ଦେଶକ ବାକ୍ୟ — ୭. (Logic) Proposition; assertion.
- ୮. (ଗଣିତ) ଅଙ୍କଶାସ୍ତ୍ରର ସମ୍ପାଦ୍ୟ ବିଷୟ — ୮. A mathematical proposition.
- ୯. (ଜ୍ୟାମିତି) ପ୍ରସ୍ତାବ; ଜ୍ୟାମିତିର ଉପପାଦ୍ୟ ବିଷୟ ଅର୍ଥାତ୍ ଯେଉଁ ପ୍ରସ୍ତାବକୁ ପ୍ରମାଣ କରାଯାଏ — ୯. Geometrical proposition; theorem.
- ୧. ଅଭିଯୋଗ; ମକଦ୍ଦମାର ଅରବୀ — ୧୦. Plaint; complaint.
- ୧୧. ମକଦ୍ଦମାରେ ପ୍ରମାଣିତ ହେବା ବିଷୟ; ଇସୁ — ୧୧. The points to be proved in a suit; issue.
ଅନୁବାଦ
[ସମ୍ପାଦନା]ପ୍ରତିଜ୍ଞା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ପରାକ୍ରମ; କରାମତ — ୧. Might; power; prowess.
- ୨. ଆପଣାର କ୍ଷମତାର ବଡ଼ାଇ; ଆତ୍ମପ୍ରଶଂସା — ୨. Declarartion of one's prowess.
ବେଢ଼ି କଉଣପେ ତହିଁ ବିବିଧି ପ୍ରତିଜ୍ଞା କହି—ଭଞ୍ଜ. ବୈଦେହୀଶବିଳାସ
ଗ୍ରାମ୍ୟ - ବିଶେଷଣ -
[ସମ୍ପାଦନା]ପରାକ୍ରମୀ —Mighty.
(ଯଥା—ଆମ ଗାଁଆର ନୀଳକଣ୍ଠ ନାଥେ ଭାରି ପ୍ରତିଜ୍ଞା ଦେବତା)