ପ୍ରତିଶ୍ରବ

ଉଇକିଅଭିଧାନ‌ରୁ

ପ୍ରତିଶ୍ରବ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପ୍ରତି+ଶ୍ରୁ ଧାତୁ+କର୍ମ. ଅ)[ସମ୍ପାଦନା]

୧. ପ୍ରତ୍ୟୁତ୍ତର — ୧. Reply; answer.
୨. ପ୍ରତିଶ୍ରୁତି; ଅଳଙ୍କାର —୨. Promise.
୩. ସ୍ୱୀକାର —୩. Assent; agreement.