Jump to content

ପ୍ରତିଶ୍ରୁତି

ଉଇକିଅଭିଧାନ‌ରୁ

ପ୍ରତିଶ୍ରୁତି

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ପ୍ରତି+ଶ୍ରୁ ଧାତୁ+ଭାବ. ତି)

[ସମ୍ପାଦନା]
୧. ଅଙ୍ଗୀକାର —୧. Promise.
୨. ସ୍ୱୀକାର —୨. Assent; agreement.
୩. ପ୍ରତିଧ୍ୱନି —୩. Echo.