ପ୍ରତ୍ୟାଦିଷ୍ଟ
ଦେଖଣା
ପ୍ରତ୍ୟାଦିଷ୍ଟ
ଉଚ୍ଚାରଣ
[ସମ୍ପାଦନା](ପ୍ରତ୍ୟାଦେଶ—ବି)
ସଂସ୍କୃତ - ବିଶେଷଣ - (ପ୍ରତି+ଆଦିଷ୍ଟ)
[ସମ୍ପାଦନା]- ୧. ପ୍ରତ୍ୟାଖ୍ୟାତ; ନିରାକୃତ —୧. Set aside; refused; rejected.
- ୨. ଅନ୍ୟଦ୍ୱାରା ସାବଧାନ ବା ହୁସିଆର କରାଇ ଦିଆ ଯାଇଥିବା — ୨. Warned; cautioned.
- ୩. ଦୈବବାଣୀ ରୂପେ ପ୍ରକାଶିତ (ବିଷୟ) —୩. Revealed by heaven; spoken as oracle or revelation.
- ୪. ଦୈବବାଣୀଦ୍ୱାରା ଆଦେଶ ପ୍ରାପ୍ତ (ବ୍ୟକ୍ତି) — ୪. Enjoined by Heaven; inspired by God.
- ୫. ପ୍ରଚାରିତ; ପ୍ରକାଶିତ —୫. Published.