Jump to content

ପ୍ରଥିତ ନାମା

ଉଇକିଅଭିଧାନ‌ରୁ

ପ୍ରଥିତ ନାମା

ଉଚ୍ଚାରଣ

[ସମ୍ପାଦନା]

ପ୍ରଥିତଯଶାଃ, ପ୍ରଥିତକୀର୍ତ୍ତିଅନ୍ୟରୂପ

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି; ପ୍ରଥିତ+ନାମନ୍ ୧ମା. ୧ବ.)

[ସମ୍ପାଦନା]

ପ୍ରଖ୍ୟାତନାମା; ଯଶସ୍ୱୀ; ସୁପ୍ରସିଦ୍ଧ — Celebrated; famous; wellknown.