ପ୍ରଦର୍ଶିତ

ଉଇକିଅଭିଧାନ‌ରୁ

ପ୍ରଦର୍ଶିତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ପ୍ରଦର୍ଶନ—ସ୍ତ୍ରୀ)

  • (file)

ସଂସ୍କୃତ - ବିଶେଷଣ - (ପ୍ର+ଦର୍ଶିତ)[ସମ୍ପାଦନା]

୧. ଦେଖାଇ ଦିଆ ଯାଇଥିବା —୧. Shown; exhibited; displayed.
୨. ଉଲ୍ଲିଖିତ —୨. Mentioned.
୩. ସୂଚିତ —୩. Indicated.
୪. ପ୍ରକଟିତ —୪. Published; declared.
୫. ବ୍ୟାଖ୍ୟାତ —୫. Explained; expounded.