ପ୍ରବର୍ତ୍ତାଇବା

ଉଇକିଅଭିଧାନ‌ରୁ

ପ୍ରବର୍ତ୍ତାଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

(ବିପରୀତ—ନିବର୍ତ୍ତାଇବା)

ଦେଶଜ - କ୍ରି—('ପ୍ରବର୍ତ୍ତିବାର ଣିଜନ୍ତ ରୂପ')[ସମ୍ପାଦନା]

୧. କୌଣସି କାର୍ଯ୍ୟ କରିବାକୁ ଉତ୍ତେଜିତ କରାଇବା; ମତାଇବା — ୧. To urge; to induce; to incite.

ପ୍ରଥମ ଯୁଗେ ଶୁକ୍ଳ ବର୍ଣ୍ଣେ ମୁହିଁ ପ୍ରବର୍ତ୍ତାଇଲି ଜନେ ଜଗନ୍ନାଥ, ଭାଗବତ

୨. ନିୟୋଜିତ କରିବା —୨. To cause to engaged in a work; to employ.
୩. କୌଣସି ନୂତନ କାର୍ଯ୍ୟ ପ୍ରଥମେ ଆରମ୍ଭ କରିବା — ୩. To introduced a new matter or thing.
୪. ଫୁସୁଲାଇବା —୪. To inveigle.