Jump to content

ପ୍ରବିଷ୍ଟ

ଉଇକିଅଭିଧାନ‌ରୁ

ପ୍ରବିଷ୍ଟ

ଉଚ୍ଚାରଣ

[ସମ୍ପାଦନା]

(ପ୍ରବେଶିତ—ଣିଜନ୍ତନିଷ୍ପନ୍ନ ରୂପ)

ସଂସ୍କୃତ - ବିଶେଷଣ - (ପ୍ର+ବିଶ୍ ଧାତୁ +କର୍ତ୍ତୃ. ତ)

[ସମ୍ପାଦନା]
୧. ଯାହା ଭିତରକୁ ପ୍ରେବଶ କରିଅଛି — ୧. Entered into; gone into.
୨. ନିଯୁକ୍ତ; ଅଭିନିବିଷ୍ଟ — ୨. Engaged in; occupied with.
୩. ଅନ୍ତର୍ଗତ —୩. Internal.