ପ୍ରବୃତ୍ତି

ଉଇକିଅଭିଧାନ‌ରୁ

ପ୍ରବୃତ୍ତି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ନିବୃତ୍ତି—ବୀପରିତ)

  • (file)

ସଂସ୍କୃତ - ବିଶେଷ୍ୟ - (ପ୍ର+ବୃତ୍ ଧାତୁ+ଭାବ.ତି)[ସମ୍ପାଦନା]

୧. ଇଚ୍ଛା — ୧. Desire; wish.
୨. ଝୁଁକ; ପ୍ରବଣତା — ୨. Inclination.
୩. କୌଣସି ବିଷୟ ପ୍ରତି ଅତ୍ୟଧିକ ଅନୁରକ୍ତି — ୩. Addiction (to any thing)
୪. କୌଣସି କାର୍ଯ୍ୟ ପ୍ରତି ଅନୁରୋଗ ଝୁଙ୍କୀ — ୪. Tendency; predilection; propensity.
୫. (ନ୍ୟାୟ) କାର୍ଯ୍ୟ କରିବାକୁ ଯତ୍ନ — ୫. Activity or occupation (as opposed to contemplation).
୬. ଅଧ୍ୟବସାୟ ସହକାରେ ଅନୁବଧାନ — ୬. Prosecution of an object eith perseverance.
୭. ଅଧ୍ୟବସାୟ —୭. Perseverance
୮. ବ୍ୟାପାର —୮. Any opreation; any matter.
୯. ଉଦନ୍ତ; ବାର୍ତ୍ତା; ସଂବାଦ — ୯. Tidings; news; intelligence.
୧. ସ୍ରୋତଃ; ପ୍ରବାହ —୧୦. Current; flow.
୧୧. କାର୍ଯ୍ୟାରମ୍ଭ —୧୧. Commencement of a work; undertaking.

[ଦ୍ରଷ୍ଟବ୍ୟ —ବାକ୍ୟ; ବୁଦ୍ଧି ଓ ଶରୀରଦ୍ୱାରା କୌଣସି କର୍ଯ୍ୟର ଆରମ୍ଭକୁ ପ୍ରବୃତ୍ତି ବୋଲାଯାଏ; ରାଗ ଦ୍ୱେଷ୍ୱାଦି ଷଡ଼୍ ରିପୁ ମନୁଷ୍ୟ ମନରେ

କାର୍ଯ୍ୟରେ ପ୍ରବୃତ୍ତି ଜନ୍ମାନ୍ତି ଯେଉଁ କାର୍ଯ୍ୟଦ୍ୱାରା ମନୁଷ୍ୟର ଇଷ୍ଟ ସାଧନ ହୁଏ ତାହା କରିବାକୁ ମନୁଷ୍ୟ ମନରେ ପ୍ରବୃତ୍ତି ଜନ୍ମେ ଓ ଯଦ୍ଦାରା ଦ୍ୱଷ୍ଟି ସାଧନ ହୁଏ ତହିଁରୁ ମନୁଷ୍ୟ ମନରେ ନିବୃତ୍ତି ଜନ୍ମେ] 

୧୨. (+ କର୍ତ୍ତୃ. ତି) ହସ୍ତିମଦ — ୧୨. The juice exuded from elephant's temples.
୧୩. ଗତି —୧୩. Speed; motion; course.
୧୪. ଉତ୍ପତ୍ତି —୧୪. Production; birth.
୧୫. ଉତ୍ତେଜନା —୧୫. Excitement.
୧୬. ଆଚାର; ବ୍ୟବହାର — ୧୬. Practice; conduct.
୧୭. (ଗଣିତ) ଗୁଣକ — ୧୭. (arthmetic) The multiplier.

ଗ୍ରାମ୍ୟ - ବିଶେଷ୍ୟ -[ସମ୍ପାଦନା]

ହଇଜା; ବିସୂଚିକା —Cholera.

(ଯଥା—ସେ ଗାଁରେ ୪ ଦୀନ ହେଲା ପ୍ରବୃତ୍ତି ପଡ଼ିଛି)