ପ୍ରଭା

ଉଇକିଅଭିଧାନ‌ରୁ

ପ୍ରଭା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ପ୍ର+ଭା ଧାତୁ= ଦୀପ୍ତି ପାଇବା+ଭାବ. ଅ+ସ୍ତ୍ରୀ. ଆ)[ସମ୍ପାଦନା]

୧. କିରଣ —୧. Ray.
୨. ତେଜଃ; ଉଜ୍ଜଳତା —୨. Brightness; radiance; brilliancy; glory.
୩. ଦୀପ୍ତି; ଜ୍ୟୋତିଃ —୩. Splendour; lustre.
୪. ଆଲୋକ —୪. Light.
୫. ପ୍ରକାଶ —୫. Display, manifestation.
୬. ସୂର୍ଯ୍ୟଙ୍କର ଏକ ପତ୍ନୀ —୬. Name of a wife of the sun-god.
୭. କୁବେରପୁରୀ —୭. The palace of the Hindu God of riches.
୮. ଦୁର୍ଗା —୮. Durgā
୯. ଗୋପୀବିଶେଷ —୯. Name of one of the Gopīs or consorts of Ṡrīkṛushṇa.
୧. ସୂର୍ଯ୍ୟବିମ୍ୱ (ହିନ୍ଦୀ - ଶ); ସୂର୍ଯ୍ୟମଣ୍ଡଳ — ୧୩. The sun's disc.
୧୧. (ନାମ) ଅସ୍ପରୋବିଶେଷ (ହିନ୍ଦୀ - ଶ) — ୧୧. Name of a heavenly nymph.
୧୨. ଦ୍ୱାଦଶକ୍ଷର ସଂସ୍କୃତ ବୃତ୍ତବିଶେଷ; ମନ୍ଦାକିନୀ (ହିନ୍ଦୀ - ଶ.) — ୧୨. Name of a Sanscrit metre of ୧୨ syllables.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଦେବମୂର୍ତ୍ତିଙ୍କ ପଛଆଡ଼େ ମୁଣ୍ଡର ଚାରିପାଖ ବେଢ଼ି ଲଗାଯାଇଥିବା ଧାତୁ ଆଦିର କାରୁକାର୍ଯ୍ୟଖଚିତ ଆଡ଼ା ବା ବାଡ଼ା; ମେଢ଼ (ଯାହା ଦେହକୁ ଦେବମୂର୍ତ୍ତିଙ୍କ ଆଉଜାଇ ବସାଇ ବାନ୍ଧି ଦିଆଯାଏ) —୧. The hold of the image of a Deity; the fremework attached to the back of an image.


୨. (ସ୍ତ୍ରୀ) ପ୍ରଭାବତୀ ନାମ୍ନୀ ସ୍ତ୍ରୀର ଡାକନାମ — ୨. A name for calling Prabhābatī.