ପ୍ରଭାବ

ଉଇକିଅଭିଧାନ‌ରୁ

ପ୍ରଭାବ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ପ୍ର+ଭୂ ଧାତୁ+ଭାବ. ଅ)[ସମ୍ପାଦନା]

୧. ସାମର୍ଥ୍ୟ; ଶକ୍ତି; କ୍ଷମତା —୧. Power; strength; might; influence; potency.
୨. ପ୍ରାଦୁର୍ଭାବ —୨. Manifestation; prevalence.
୩. (+କରଣ ଅ)—ପ୍ରଭୁଶକ୍ତି; ପ୍ରତାପ; ରାଜାଙ୍କର କୋଷ— ଦଣ୍ଡଜ ତେଜଃ —୩. Majesty; kingly dignity.
୪. ସାହସ —୪. Valour; courage.
୫. ତେଜଃ —୫. Radiance; sprit; glamour; splendour.
୬. ମହିମା —୬. Greatness; mangnificence; glory.
୭. (+ ଭାବ. ଅ) ଉଭବ; ଉତ୍ପତ୍ତ — ୭. Birth; production.
୮. (+କର୍ତ୍ତୃ. ଅ) (ନାମ) ସ୍ୱରୋଚି, ମନୁଙ୍କ ପୁତ୍ରବିଶେଷ — ୮. Name of one of the sons of Swarochisha Manu.
୯. (ନାମ) ପ୍ରଭାଗର୍ତଜାତ ସୂର୍ଯ୍ୟପୁତ୍ର —୯. Name of one of the sons of the Sun-god.
୧. (ନାମ) ଅଷ୍ଟବସୁଙ୍କ ମଧ୍ୟରୁ ଜଣେ — ୧୦. One of the eight Basu gods.
୧୧. (+ଭାବ. ଅ) ପ୍ରାବଲ୍ୟ — ୧୧. Predominance; outbreak.