ପ୍ରମୃତ

ଉଇକିଅଭିଧାନ‌ରୁ

ପ୍ରମୃତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ପ୍ର=ବହୁ+ମୃତ; ଯଦ୍ଦ୍ୱାରା ବହୁଜୀବ ମୃତ ହୁଅନ୍ତି ଭୂମି ଚାଷ କରିବାଦ୍ୱାରା ଭୂପୃଷ୍ଠସ୍ଥ ଓ ଭୂଗର୍ଭସ୍ଥ ବହୁ କ୍ଷୁଦ୍ର କୀଟାଦି ମୃତ ହୁଅନ୍ତି)[ସମ୍ପାଦନା]

ଚାଷଦ୍ୱାରା ଜୀବିକାନିର୍ବାହ; କୃଷି (ହିନ୍ଦୀ - ଶ) —Agriculture; husbandry.