Jump to content

ପ୍ରଶସ୍ତ

ଉଇକିଅଭିଧାନ‌ରୁ

ପ୍ରଶସ୍ତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ପ୍ରଶସ୍ତି—ବି)

  • (file)

ସଂସ୍କୃତ - ବିଣ—(ପ୍ର+ଶଂସ୍ ଧାତୁ=ସ୍ତୁତି କରିବା+କର୍ମ. ତ)[ସମ୍ପାଦନା]

୧. ପ୍ରଶଂସିତ —୧. Praised; commended.
୨. ମଙ୍ଗଳମୟ —୨. Auspicious.
୩. ନିପୁଣ; ଦକ୍ଷ —୩. Skilful.
୪. ପ୍ରସାରଯୁକ୍ତ; ବିସ୍ତୃତ; ଚଉଡ଼ା — ୪. Extensive; broad; wide; spacious.
୫. ଶ୍ରେଷ୍ଠ; ଉତ୍ତମ —୫. Good, excellent.
୬. ଠିକ୍ —୬. Right.
୭. ପ୍ରଶଂସନୀୟ —୭. Praiseworthy.

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. (ନାମ) ରାକ୍ଷସବିଶେଷ — ୧. Name of a demon.

ଯାହା ବାଣେ ବ୍ରହ୍ମାଣ୍ଡ ଦହି ହୁଏ ତାଙ୍କୁ ମାଇଲା ପ୍ରଶସ୍ତ ଛାର ହେ ଦଇବ—ବିଶ୍ୱନାଥ, ବିଚିତ୍ରରାମାୟଣ