ପ୍ରଶାନ୍ତ ମହାସାଗର
ଦେଖଣା
ପ୍ରଶାନ୍ତ ମହାସାଗର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପ୍ରଶାନ୍ତ ମହାସାଗର
|
ଦେଶଜ - ବିଶେଷ୍ୟ - (ନାମ)
[ସମ୍ପାଦନା]ଆସିଆ ମହାଦେଶର ପୂର୍ବ ଓ ଆମେରିକାର ପଶ୍ଚିମରେ ଉପସ୍ଥିତ ମହାସମୁଦ୍ରବିଶେଷ — The Pacific ocean.
[ଦ୍ରଷ୍ଟବ୍ୟ —ଏହାର ଉପରିଭାଗ ଝଡ଼ ଆଦିଦ୍ୱାରା ବିଶେଷ ଆନ୍ଦୋଳିତ ଓ ତରଙ୍ଗାୟିତ ହୁଏ ନାହିଁ ବୋଲି ଏହାର ଏପରି ନାମ ହୋଇ ଅଛି]