ପ୍ରଶ୍ନ କରିବା
ଦେଖଣା
ପ୍ରଶ୍ନ କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପ୍ରଶ୍ନ କରିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ପଚାରିବା — ୧. To ask.
- ୨. ଜ୍ୟୋତିଷ ଆଦି ଶାସ୍ତ୍ରର ଗଣନାଦ୍ୱାରା ଭବିଷ୍ୟତ୍ ସମ୍ୱନ୍ଧେ କୌଣସି ବିଷୟ ଜାଣିବାପାଇଁ ଜ୍ୟୋତିଷଙ୍କୁ ପଚାରିବା —୨. To put a question to an
astrologer regarding the future for solution according to astrological calculations.
- ୩. ପ୍ରଶ୍ନକର୍ତ୍ତାଙ୍କଦ୍ୱାରା କଥିତ କୌଣସି ଫୁଲ, ଫଳ, ଜୀବ, ନାମ ଆଦିକୁ ମୂଳ କରି ବିଶିଷ୍ଟ ଗଣନାକ୍ରମେ କୌଣସି ଭବିଷ୍ୟତ୍ ଜ୍ଞାତବ୍ୟ ବିଷୟ କହିବା —୩. To foretell; some future event by some fortuitous mode of calculation.