ପ୍ରସାର

ଉଇକିଅଭିଧାନ‌ରୁ

ପ୍ରସାର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ପ୍ରସାରିତ, ପ୍ରସାର୍ଯ୍ୟ—ବିଣ)

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ପ୍ର+ସୃ ଧାତୁ=ଯିବା+ଭାବ. ଅ)[ସମ୍ପାଦନା]

୧. ଇତଃସ୍ତତଃ ଗମନ —୧. Going about.
୨. ବ୍ୟାପିବା — ୨. Spreading; expanding; diffusion.
୩. ଗମନ —୩. Going; movement.
୪. ବିସ୍ତାର —୪. Extension; extent.
୫. ଓସାର —୫. Width.
୬. ପ୍ରସରଣ; ତୃଣକାଷ୍ଠାଦି ସଂଗ୍ରହ ନିମନ୍ତେ ସୈନ୍ୟମାନଙ୍କର ଇତସ୍ତତଃ ଭ୍ରମଣ —୬. Going out for forage, spreading over the country to forage (Apte).
୭. ବହିର୍ଗମନ; ନିର୍ଗମ — ୭. Going forth; exit; issuing forth.
୮. (ମୁଖ) ବ୍ୟାଦାନ; ମେଲା କରିବା — ୩. Opening (the mouth) (Apte)
୯. (ହାତ ଆଦି) ବଢ଼ାଇବା — ୯. Extending (the hands).
୧. ବିକ୍ରୟ ପାଇଁ ପଣ୍ୟ ଦ୍ରବ୍ୟାଦିର ବିସ୍ତାର; ପସରା ମେଲା ଯିବା — ୧୦. Exhibition or exposure of commodities for sale.