ପ୍ରସାରଣ

ଉଇକିଅଭିଧାନ‌ରୁ

ପ୍ରସାରଣ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ସଙ୍କୋଚନ—ବିପରୀତ)

  • (file)

ସଂସ୍କୃତ - ବିଶେଷ୍ୟ - (ପ୍ର+ସୃ ଧାତୁ ଣିଚ୍=ସାରି ଧାତୁ+ଭାବ. ଅନ)[ସମ୍ପାଦନା]

୧. ବିସ୍ତାର କରିବା; ମେଲାଇବା — ୧. Spreading; extending; unfolding.
୨. ଶତ୍ରୁଙ୍କୁ ବେଷ୍ଟନ କରିବା — ୨. Surrounding the enemy.
୩. ପ୍ରସାର; ପ୍ରସରଣ —୩. Going out for forage.
୪. ମେଲି ହୋଇ ଯିବା —୪. Expanding.
୫. (ବ୍ୟାକରଣ) ସନ୍ଧି ଆଦିର ନିୟମ ଅନୁସାରେ ଉଷ୍ମବର୍ଣ୍ଣମାନଙ୍କ (ଯ, ର, ବ) ସ୍ୱର ବର୍ଣ୍ଣରେ (ଇ, ଋ, ଉ) ପରିବର୍ତ୍ତନ — ୫. (grammar) The change of a semi- vowel into a vowel.
୬. ପଣ୍ୟ ଦ୍ରବ୍ୟାଦିକୁ ବିକ୍ରି ନିମନ୍ଥେ ମେଲାଇବା; ପସରା ମେଲାଇବା —୬. Exhibiting or exposing commodities for sale.