ପ୍ରସାରଣ
Appearance
ପ୍ରସାରଣ
ଉଚ୍ଚାରଣ
[ସମ୍ପାଦନା](ସଙ୍କୋଚନ—ବିପରୀତ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ପ୍ର+ସୃ ଧାତୁ ଣିଚ୍=ସାରି ଧାତୁ+ଭାବ. ଅନ)
[ସମ୍ପାଦନା]- ୧. ବିସ୍ତାର କରିବା; ମେଲାଇବା — ୧. Spreading; extending; unfolding.
- ୨. ଶତ୍ରୁଙ୍କୁ ବେଷ୍ଟନ କରିବା — ୨. Surrounding the enemy.
- ୩. ପ୍ରସାର; ପ୍ରସରଣ —୩. Going out for forage.
- ୪. ମେଲି ହୋଇ ଯିବା —୪. Expanding.
- ୫. (ବ୍ୟାକରଣ) ସନ୍ଧି ଆଦିର ନିୟମ ଅନୁସାରେ ଉଷ୍ମବର୍ଣ୍ଣମାନଙ୍କ (ଯ, ର, ବ) ସ୍ୱର ବର୍ଣ୍ଣରେ (ଇ, ଋ, ଉ) ପରିବର୍ତ୍ତନ — ୫. (grammar) The change of a semi- vowel into a vowel.
- ୬. ପଣ୍ୟ ଦ୍ରବ୍ୟାଦିକୁ ବିକ୍ରି ନିମନ୍ଥେ ମେଲାଇବା; ପସରା ମେଲାଇବା —୬. Exhibiting or exposing commodities for sale.