Jump to content

ପ୍ରସିଦ୍ଧି

ଉଇକିଅଭିଧାନ‌ରୁ

ପ୍ରସିଦ୍ଧି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପ୍ର+ସିଧ୍ ଧାତୁ=ଖ୍ୟାତ ହେବା+ଭାବ. ତି)[ସମ୍ପାଦନା]

୧. ଖ୍ୟାତି; ପ୍ରତିପତ୍ତି — ୧. Fame; renown; celebrity.
୨. ଭୂଷା; ଅଳଙ୍କାର —୨. Ornament; decoration.
୩. ସିଦ୍ଧି —୩. Fulfilment; accomplishment.