Jump to content

ପ୍ରସୂତା

ଉଇକିଅଭିଧାନ‌ରୁ

ପ୍ରସୂତା

ଉଚ୍ଚାରଣ

[ସମ୍ପାଦନା]

(ପ୍ରସୂତି, ପ୍ରସୂତିକା—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - ସ୍ତ୍ରୀ. (ପ୍ର+ସୂ ଧାତୁ+କର୍ତ୍ତୃ. ତ+ସ୍ତ୍ରୀ. ଆ)

[ସମ୍ପାଦନା]

ଯେଉଁ ସ୍ତ୍ରୀ ଅଳ୍ପଦିନ ହେଲା ସନ୍ତାନ ଜନ୍ମ କରିଅଛି; ପୋଖତୀ ହୋଇଥିବା ସ୍ତ୍ରା; ଜାତା— ପତ୍ୟା —Recently confined (a woman) who has been recently deliverd of a child.

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]
୧. ମାତା; ଜନନୀ —୧. Mother.
୨. ଘୋଟକୀ —୨. Mare (Apte)