Jump to content

ପ୍ରସ୍ତ

ଉଇକିଅଭିଧାନ‌ରୁ
  • ପ୍ରସ୍ଥ; ଚଉଡା
  • ପରସ୍ତ; ପାଖୁଡା; ସ୍ତର
  • ଥର
  • ଅଳଙ୍କାର; ବାସନ ଆଦିର ଏକ ସଜ ଓ ସାରପ୍ରସ୍ତ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପ୍ରସ୍ଥ)

[ସମ୍ପାଦନା]
୧. ପ୍ରସ୍ଥ; ଚଉଡ଼ା — ୧. Breadth; width.
୨. (ସଂସ୍କୃତ - ପଟଳ; ସ୍ତର) ପରସ୍ତ; ପାଖୁଡ଼ା; ସ୍ତର — ୨. Layer; fold; plait.
୩. ଥର —୩. Time.
୪. ଅଳଙ୍କାର; ବାସନ ଆଦିର ଏକ ସଜ ଓ ସାର — ୪. A set (of utensils, ornaments etc).

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ -

[ସମ୍ପାଦନା]

ଖଞ୍ଜା; ଅଗଣା —Courtyard.

ଭିତର ପ୍ରସ୍ତରେ ମାଇକିନିଆଗୁଡ଼ାକଙ୍କର କବରକାଚର ପାଟି ଫକୀରମୋହନ. ଗଳ୍ପସ୍ୱଳ୍ପ