ପ୍ରାକୃତ ଇତିବୃତ୍ତି

ଉଇକିଅଭିଧାନ‌ରୁ

ପ୍ରାକୃତ ଇତିବୃତ୍ତି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଆଧୁନିକ ପ୍ରୟୋଗ)[ସମ୍ପାଦନା]

ବିଜ୍ଞାନ, ପ୍ରାକୃତ ବିଦ୍ୟା, ପ୍ରାକୃତ ଦର୍ଶନ, ପ୍ରାକୃତିକ ବିଜ୍ଞାନ—ଅନ୍ୟରୂପ)

(ପ୍ରାକୃତିକ ଇତିବୃତ୍ତ, ପ୍ରାକୃ ଇତିହାସ, ପ୍ରାକୃତ ତତ୍ତ୍ୱ, ପ୍ରାକୃତ)

ପ୍ରକୃତ ବା ଜଡ଼ ଜଗତ୍ ସମ୍ୱନ୍ଧୀୟ ବିଜ୍ଞାନ; ଜଡ଼ବିଜ୍ଞାନ —Natural History; the science of Nature; Natural Philosophy; Natural Science; Physics.

[ଦ୍ରଷ୍ଟବ୍ୟ —ଜୀବବିଦ୍ୟା, ଧାତୁବିଦ୍ୟା, ଉଦ୍ଭିଦବିଦ୍ୟା ପ୍ରଭୃତି ପ୍ରାକୃତ ଇତିବୃତ୍ତର ଅନ୍ତର୍ଗତ]