ପ୍ରାଚୀନ
ଦେଖଣା
ପ୍ରାଚୀନ
ଉଚ୍ଚାରଣ
[ସମ୍ପାଦନା][ ପ୍ରାଚୀନତା (ତ୍ୱ)—ବି]
(ପ୍ରାଚୀନା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - (ପ୍ରାଚ୍+ଈନ)
[ସମ୍ପାଦନା]- ୧. ପୂର୍ବ ଦିଗସ୍ଥ — ୧. Eastern.
- ୨. ପୂର୍ବକାଳୀନ —୨. Past; former.
- ୩. ପୁରାତନ —୩. Ancient.
- ୪. ବୃଦ୍ଧ —୪. Old.
- ୫. ପ୍ରାଚ୍ୟ; ପୂର୍ବ ଦେଶୀୟ —୫. Eastern.
- ୬. (ପ୍ରାଚୀ+ଈନ. ଭାବାର୍ଥେ) ପୂର୍ବଦିଗ୍ ଭବ — ୬. Occurring or produced in the east.