Jump to content

ପ୍ରାଚୀର

ଉଇକିଅଭିଧାନ‌ରୁ

ପ୍ରାଚୀର

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ପ୍ର+ଆ+ଚୀ ଧାତୁ=ଏକତ୍ର କରିବା; ଆବରଣ କରିବା+କର୍ମ. ର)

[ସମ୍ପାଦନା]
୧. ନଗର ଓ ଦୁର୍ଗ ଆଦିର ପାଚିରି; ପ୍ରାନ୍ତସ୍ଥ ବେଷ୍ଟନ —୧. Rampart.
୨. ଛଡ଼ଦେବାଲି —୨. Compound wall.
୩. ଘେରବନ୍ଦି; ବାଡ଼ — ୩. An enclosure; hedge; fencing.