Jump to content

ପ୍ରାଦେଶିକ

ଉଇକିଅଭିଧାନ‌ରୁ

ପ୍ରାଦେଶିକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ପ୍ରାଦେଶିକତା—ବି)

  • (file)

ସଂସ୍କୃତ - ବିଶେଷଣ - (ପ୍ରଦେଶ+ସମ୍ୱନ୍ଧେ ଇକ)[ସମ୍ପାଦନା]

୧. ପ୍ରଦେଶ ସମ୍ୱନ୍ଧୀୟ; ପ୍ରଦେଶଗତ — ୧. Provincial; parochial.
୨. ପ୍ରଦେଶ ଜାତ — ୨. Produced in the country.
୩. ଦେଶାଂଶ ପ୍ରଚଳିତ (ଭାଷା ବା ଶବ୍ଦ) — ୩. Dislectical (word or language).

[ଦ୍ରଷ୍ଟବ୍ୟ —ଏ ଭାଷାକୋଷରେ ପ୍ରାଦେଶିକ ଶବ୍ଦମାନଙ୍କୁ "ପ୍ରାଦେ" ସଙ୍କେତଦ୍ୱାରା ଚିହ୍ନିତ କରାଯାଇ ଅଛି ଓ ବନ୍ଧନୀ ମଧ୍ୟରେ ତତ୍ତତ ଅଞ୍ଚଳର ନାମ ଲେଖାଯାଇ ଅଛି]

୪. ମଫସଲ — Rural.