Jump to content

ପ୍ରାନ୍ତ

ଉଇକିଅଭିଧାନ‌ରୁ

ପ୍ରାନ୍ତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ପ୍ର+ଅନ୍ତ)[ସମ୍ପାଦନା]

୧. ଅନ୍ତ; ଶେଷ ଭାଗ — ୧. End; extremity.
୨. ସୀମା — ୨. Boundary; border.
୩. ଦାଢ଼ — ୩. Edge.
୪. ଦିଗ; ତରଫ (ହିନ୍ଦୀ - ଶବ୍ଦସାଗର) — ୪. Direction; quarter.
୫. (ହିନ୍ଦୀ ଅନୁକରଣରେ ଆଧୁନିକ ପ୍ରୟୋଗ) ପ୍ରଦେଶ — ୫. Province.
୬. (ନାମ) ଋଷିବିଶେଷ (ହିନ୍ଦୀ - ଶବ୍ଦସାଗର) — ୬. Name of a sage.