Jump to content

ପ୍ରାପ୍ତ

ଉଇକିଅଭିଧାନ‌ରୁ

ପ୍ରାପ୍ତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷଣ - (ପ୍ର+ଆପ ଧାତୁ+କର୍ମ. ତ)[ସମ୍ପାଦନା]

୧. ଲଧ୍ୱ୍ୱ; ଲାଭ କରା ଯାଇଥିବା; ମିଳିଥିବା — ୧. Obtained; got; received; gained; attained.

ଦେଶଜ - ବିଶେଷଣ -[ସମ୍ପାଦନା]

ଯେଉଁ ବ୍ୟକ୍ତି ପାଇଥାଏ; ଲାଭ କରିଥିବା — Having obtained or attained.

୨. ସ୍ଥାପିତ — ୨. Placed; fixed.
୩. ଉପଯୁକ୍ତ — ୩. Fit; proper.
୪. (+କର୍ତ୍ତୃ. ତ)—ଉପସ୍ଥିତ — ୪. Present; arrived.
୫. ଘଟିଥିବା — ୫. Happened.
୬. ଗୃହୀତ — ୬. Taken; accepted.
୭. ଉତ୍ପନ୍ନ (ହିନ୍ଦୀ - ଶ) — ୭. Produced.