Jump to content

ପ୍ରାପ୍ତି

ଉଇକିଅଭିଧାନ‌ରୁ

ପ୍ରାପ୍ତି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ପ୍ର+ଆପ ଧାତୁ+ଭାବ. ତି)[ସମ୍ପାଦନା]

୧. ଲାଭ — ୧. Gain; profit.
୨. ଅର୍ଜନ — ୨. Earning.
୩. ଆୟ — ୩. Income.
୪. ଉପଲବଧ; ମିଳିବା; ପାଇବା — ୪. Getting; receiving; attaining; acquisition.
୫. ଧନାଦିର ବୃଦ୍ଧି — ୫. Increase of wealth.
୬. ଉନ୍ନତି — ୬. Improvement; success.
୭. ଉଦୟ — ୭. Rise; ascendancy; ascent.
୮. ସଂହତି — ୮. Collection; assemblage.
୯. ଆବିଷ୍କାର — ୯. Discovery.
୧. ନୈକଟ୍ୟ — ୧୦. Proximity.
୧୧. ଉପସ୍ଥିତି — ୧୧. Arrival; presence.
୧୨. ପହଞ୍ଚିବା — ୧୨. Reaching.
୧୩. ସମାପନ — ୧୩. Effecting; accomplishment.
୧୪. ଅନୁମତି — ୧୪. Guessing.
୧୫. ନାଟକର ବିଷୟ ଜ୍ଞାପନ ବା ବ୍ୟକ୍ତୀକରଣ; ନାଟକର ସୁଖଦ ଉପସଂହାର (ହିନ୍ଦୀ - ଶ) — ୧୫. Denonement; the happy conclusion of a drama.
୧୬. ଅଣିମାଦି ଐଶ୍ୱର୍ଯ୍ୟର ଏକମତ; ଅଭୀପ୍ସିତ ବସ୍ତୁ ମିଳିବାରୂପ ଐଶ୍ୱର୍ଯ୍ୟ — ୧୬. One of the ୮ forms of super- human success; fulfilment of one's desires.
୧୭. ଯଥେଚ୍ଛ ଗମନ — ୧୭. Power of going anywhere one likes.
୧୮. (ନାମ)ମଗଧରାଜ ଜରାସନ୍ଧଙ୍କ କନ୍ୟା ଓ କଂସର ଭାର୍ଯ୍ୟା — ୧୮. Name of the wife of Kaṁsa.
୧୯. କାମଦେବଙ୍କ ପତ୍ନୀ (ହିନ୍ଦୀ - ଶ) — ୧୯. Wife of Cupid.
୨. (ଫଳିତ ଜ୍ୟେତିଷ) ଚନ୍ଦ୍ରଠାରୁ ଏକାଦଶ ସ୍ଥାନ (ଯାହା ଲାଭ ସ୍ଥାନ) — ୨୦. (astrology) The ୧୧th house computed from the house occupied by the moon in one's horoscope.
୨୧. ମିଳନ; ସଂଗତି (ହିନ୍ଦୀ - ଶବ୍ଦସାଗର) — ୨୧. Union; junction.
୨୨. ଭାଗ୍ୟ (ହିନ୍ଦୀ - ଶ) — ୨୨. Fate.