ପ୍ରାବୃଷ୍ୟ
ଦେଖଣା
ପ୍ରାବୃଷ୍ୟ
ଉଚ୍ଚାରଣ
[ସମ୍ପାଦନା]ପ୍ରାବୃଷେଣ୍ୟ, ପ୍ରାବୃଷୀଣ, ପ୍ରାବୃଷେୟଅନ୍ୟରୂପ
ସଂସ୍କୃତ - ବିଶେଷଣ - (ପ୍ରାବୃଷ+ଭବାର୍ଥେ. ଯ)
[ସମ୍ପାଦନା]ବର୍ଷାକାଳୀନ — Pertaining to the rainy season.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ବୈଦୁର୍ଯ୍ୟ ମଣି — ୧. Topaz.
- ୨. କୁଟଜ (ଦେଖ) - ୨. Kuṭaja (See)
- ୩. ଧାରା କଦମ୍ୱ (ଦେଖ) - — ୩. Dhārā kadamba (See)