Jump to content

ପ୍ରାବେଶନ

ଉଇକିଅଭିଧାନ‌ରୁ

ପ୍ରାବେଶନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପ୍ର+ଆବେଶନ)

[ସମ୍ପାଦନା]
୧. ଶିଳ୍ପଶାଳା; କଳାଭବନ — ୧. Factory; art studio.
୨. (ପ୍ରବେଶନ+ଅ)—ପ୍ରବେଶନ — ୨. Admittance.