ପ୍ରାର୍ଥିତ
ଦେଖଣା
- ଯାଚିତ
- ଶତ୍ରୁସଂରୁଦ୍ଧ
- ଆକ୍ରାନ୍ତ
- ଅଭିହିତ
- ହତ
- ଅଭିଳଷିତ
- ବାଞ୍ଛିତ
- ପ୍ରାର୍ଥନାର ବିଷୟିଭୂତ
ଆଧାର
[ସମ୍ପାଦନା]- ↑ ପ୍ରମୋଦ ଓଡ଼ିଆଅଭିଧାନ , ପୃଷ୍ଠା -୧୬୯୯
ପ୍ରାର୍ଥିତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ପ୍ର+ଅର୍ଥ ଧାତୁ+କର୍ମ. ତ)
[ସମ୍ପାଦନା]- ୧. ଯାଚିତ — ୧. Begged; prayed for; solicited; sought for.
- ୨. ଅଭିଳଷିତ —୨. Wished for.
- ୩. ଯାହାଙ୍କ ନିକଟରେ ପ୍ରାର୍ଥନା କରାଯାଏ — ୩. Approached with a prayer.
- ୪. ଆକ୍ରାନ୍ତ —୪. Attacked; overwhelmed.
- ୫. ହତ (ପ୍ରକୃତିବାଦ) —୫. Killed.
- ୬. ଶତ୍ରୁ ସଂରୁଦ୍ଧ (ପ୍ରକୃତିବାଦ) — ୬. Besieged by the enemy; beleaguered.