ପ୍ରେମଭକ୍ତି ବ୍ରହ୍ମଗୀତା
ଦେଖଣା
ପ୍ରେମଭକ୍ତି ବ୍ରହ୍ମଗୀତା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ନାମ)
[ସମ୍ପାଦନା]ଓଡ଼ିଆ ପଦ୍ୟ ଭକ୍ତି ଗ୍ରନ୍ଥ— ବିଶେଷ —Title of a devotional Oria poem.
[ଦ୍ରଷ୍ଟବ୍ୟ —ଏହି ଗ୍ରନ୍ଥ ପ୍ରାଚୀନ କବି ଯଶୋବନ୍ତ ଦାସଙ୍କଦ୍ୱାରା ରଚିତ ହୋଇଥିଲା ଏହା ୧୯୨୯: ସାଲ ପର୍ଯ୍ୟନ୍ତ ଅପ୍ରକାଶିତ ଥିଲା ଓ ଉକ୍ତ ସାଲରେ କଟକର ପ୍ରାଚୀ ସମିତିଙ୍କଦ୍ୱାରା ପ୍ରକାଶିତ ହୋଇଅଛି]