ପ୍ରେରଣାର୍ଥକ କ୍ରିୟା

ଉଇକିଅଭିଧାନ‌ରୁ

ପ୍ରେରଣାର୍ଥକ କ୍ରିୟା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବି—(ବ୍ୟାକରଣ)[ସମ୍ପାଦନା]

ଅନ୍ୟଦ୍ୱାରା କୌଣସି କ୍ରିୟା ସାଧନ କରାଇବା କ୍ରିୟା ଯେଉଁ ରୂପଦ୍ୱାରା ସୂଚିତ ହୁଏ; ଯଥା—ଲେଖାଇବା; ଦିଆଇବା — (grammer) Causative form of verbs.