Jump to content

ପ୍ରେୟଃ

ଉଇକିଅଭିଧାନ‌ରୁ

ପ୍ରେୟଃ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ପୁଂ. (ପ୍ର+ଇୟସ୍; ପ୍ରେୟସ୍ ଶବ୍ଦ)

[ସମ୍ପାଦନା]

ଦଇତ; ପ୍ରିୟ —Dear; loved.


(ପ୍ରେୟାନ୍—ଅନ୍ୟରୂପ)

(ପ୍ରେୟସୀ—ସ୍ତ୍ରୀ) 

(ଶ୍ରେୟଃ—ବୀପରିତ)

ବିଶେଷ୍ୟ -

[ସମ୍ପାଦନା]
୧. ହୃଦୟବଲ୍ଲଭ; କାନ୍ତ; ପ୍ରିୟତମ ପୁରୁଷ —୧. One's sweet-heart; lover
୨. ପତି; ସ୍ୱାମୀ —୨. Husband; lord.