ପ୍ରୟୋଜକ କର୍ତ୍ତା

ଉଇକିଅଭିଧାନ‌ରୁ

ପ୍ରୟୋଜକ କର୍ତ୍ତା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ବ୍ୟାକରଣ)[ସମ୍ପାଦନା]

ଅନ୍ୟଦ୍ୱାରା କ୍ରିୟା ସାଧନ କରାଇବା କର୍ତ୍ତା — (grammar) The principal agent; the subject which cause an act to be done by another.

[ଦ୍ରଷ୍ଟବ୍ୟ —ବାକ୍ୟରେ ମୁଖ୍ୟ କର୍ତ୍ତା ଥାଇ, କ୍ରିୟାସାଧନ ପାଇଁ ଅନ୍ୟ କର୍ତ୍ତାର ପ୍ରୟୋଜନ ହେଲେ, ଅର୍ଥାତ୍ ମୁଖ୍ୟକର୍ତ୍ତା ନିଜେ କ୍ରିୟା ସାଧନ ନ କରି ଅନ୍ୟଦ୍ୱାରା ତାହା କରାଇଲେ ପ୍ରଥମୋକ୍ତ କର୍ତ୍ତାକୁ ପ୍ରଯୋଜକ କର୍ତ୍ତା ବୋଲାଯାଏ ଯାହା ଦ୍ୱରା କ୍ରିୟା ସାଧନ କରାଯାଏ ତାକୁ ପ୍ରୟୋଜ୍ୟ କର୍ତ୍ତା ବୋଲାଯାଏ ରାମବାବୁ ତାଙ୍କ ଚପରାସିଦ୍ୱାରା ଗରିବକୁ ମରାଇଲେ ଏ ବାକ୍ୟରେ ରାମବାବୁ ନିଜେ ନ ମାରି ଚପରାସିଦ୍ୱାରା ମରାଇବାରୁ ରାମବାବୁ ପ୍ରୟୋଜକ କର୍ତ୍ତା ଓ ଚପରାସି ପ୍ରୟୋଜ୍ୟ କର୍ତ୍ତା ]