Jump to content

ପ୍ରୟୋଜକ କ୍ରିୟା

ଉଇକିଅଭିଧାନ‌ରୁ

ପ୍ରୟୋଜକ କ୍ରିୟା

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ବ୍ୟାକରଣ)

[ସମ୍ପାଦନା]

କରାଇବା ଅର୍ଥବୋଧକ କ୍ରିୟା; ଣିଜନ୍ତ କ୍ରିୟା —(grammar) Causative form of a verb.

[ଦ୍ରଷ୍ଟବ୍ୟ —'କରିବା'ର ପ୍ରୟୋଜକ ରୂପ 'କରାଇବା'; 'ଖାଇବା' —'ଖୋଇବା' ବା 'ଖୁଆଇବା'; 'ଧରିବା'—'ଧରାଇବା', 'ଶୋଇବା' —'ଶୁଆଇବା']