ପ୍ରୟୋଜନବତୀ ଲକ୍ଷଣା

ଉଇକିଅଭିଧାନ‌ରୁ

ପ୍ରୟୋଜନବତୀ ଲକ୍ଷଣା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଅଳଙ୍କାର ଶାସ୍ତ୍ର)[ସମ୍ପାଦନା]

ପ୍ରୟୋଜନଦ୍ୱାରା ବାଚ୍ୟାର୍ଥର ଭିନ୍ନ ଅର୍ଥ ପ୍ରାକାଶିତ ହେବା ଲକ୍ଷଣା — A rhetorical figure in which words are taken in their figurative import.


[ଦ୍ରଷ୍ଟବ୍ୟ —ହଇଜାରେ ସେ ଗ୍ରାମରୁ ଦଶ ମୁଣ୍ଡ ଗଲେ ଏଠାରେ ଦଶଟି ମୁଣ୍ଡର ଅର୍ଥ ୧ଟି ମୁଣ୍ଡଧାରୀ ମନୁଷ୍ୟ ଏହା ପ୍ରୟୋଜନାବତୀ ଲକ୍ଷଣା ଯେଉଁ ଲକ୍ଷଣାଦ୍ୱାରା ଶବ୍ଦର ପ୍ରକୃତିଗତ ଅର୍ଥ କରା ନଯାଇ ଗୋଟିଏ ବିଶିଷ୍ଟ ଅର୍ଥ ହୁଏ ତାକୁ ରୁଢ଼ି ଲକ୍ଷଣା ବୋଲାଯାଏ କୁଶଳ ଶବ୍ଦର ପ୍ରକୃତିଗତ ଅର୍ଥ 'ଯେ କୁଶ ସବୁ କାଟେ' କିନ୍ତୁ କୁଶଳ ଶବ୍ଦର ଏହି ଅର୍ଥ ନ ହୋଇ ଦକ୍ଷ ବା ନିପୁଣ ଅର୍ଥରେ ଏହା ବ୍ୟବହାର କରାଯାଏ ଏହା ରୁଢ଼ି ଲକ୍ଷଣା— ହିନ୍ଦୀ - ଶବ୍ଦସାଗର]