ପ୍ରୟୋଜ୍ୟ କର୍ତ୍ତା

ଉଇକିଅଭିଧାନ‌ରୁ

ପ୍ରୟୋଜ୍ୟ କର୍ତ୍ତା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବ୍ୟାକରଣ)[ସମ୍ପାଦନା]

ମୁଖ୍ୟ କର୍ତ୍ତା ନିଜେ କାର୍ଯ୍ୟ— ସାଧନ ନ କରି ଯେଉଁ କର୍ତ୍ତାଦ୍ୱାରା କାର୍ଯ୍ୟ ସାଧନ କରାଏ —(grammar) Instrumental agent (as opposed to the principal agent.)

[ଦ୍ରଷ୍ଟବ୍ୟ —ରାମ ବାବୁ ଚପରାସିଦ୍ୱାରା ଗରିବକୁ ମରାଇଲେ ଏଠାରେ ରାମ ବାବୁ ପ୍ରୟୋଜକ କର୍ତ୍ତା ଓ ଚପରାସି ପ୍ରୟୋଜକ କର୍ତ୍ତା କ୍ରିୟାର ଣିଜନ୍ତ ରୂପର ବ୍ୟବହାରରେ ମୁଖ୍ୟକର୍ତ୍ତା ପ୍ରୟୋଜକ କର୍ତ୍ତା ହୁଏ ସକର୍ମକ କ୍ରିୟାର ଣିଜନ୍ତ ପ୍ରୟୋଗରେ ପ୍ରଯୋଜ୍ୟ କର୍ତ୍ତାଠାରେ ୩ୟା ବିଭକ୍ତି ବା ୨ୟା ବିଭକ୍ତି ହୁଏ ଯଥା—ରାମ ଚପରାସିଦ୍ୱାରା ଗରିବକୁ ମରାଇଲେ ଏଠାରେ ପ୍ରୟୋଜ୍ୟ କର୍ତ୍ତାର ୩ୟା ବିଭକ୍ତି ମାତା ଶିଶୁକୁ ଭାତ ଖୁଆଇଲେ ଏଠାରେ ପ୍ରୟୋଜ୍ୟର କର୍ତ୍ତାର ୨ୟା ବିଭକ୍ତି ଅକର୍ମକ କ୍ରିୟାର ଣିଜନ୍ତ ପ୍ରୟୋଗରେ ପ୍ରୟୋଜ୍ୟ କର୍ତ୍ତାଠାରେ ୨ୟା ବିଭକ୍ତି ହୁଏ, ଯଥା— ମାତା ଶିଶୁକୁ ଶୁଆଉ ଅଛନ୍ତି ]