ପ୍ଲଟିଙ୍ଗ୍
ଦେଖଣା
ପ୍ଲଟିଙ୍ଗ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଇଂ ପ୍ଳଟିଙ୍ଗ୍)
[ସମ୍ପାଦନା]ଫଲ୍ଡ ବୁକ୍ରେ ଲିଖିତ ମାପ ଓ ଉପଦେଶ ଅନୁସାରେ କାଗଜରେ ପେନ୍ସିଲଦ୍ୱାରା ପ୍ରାଥମିକ ନକସା ଚିଠା କରିବା —Plotting of a map according to the field book.
[ଦ୍ରଷ୍ଟବ୍ୟ —କାଗଜରେ ପେନ୍ସିଲଦ୍ୱାରା ପ୍ଲଟିଙ୍ଗ ହୋଇ ସାରିଲେ ରେଖାମାନଙ୍କର ଉପରେ କାଳି ଚଢ଼ାଇବାକୁ ହୁଏ ଏହାକୁ ଇଙ୍କିଙ୍ଗ୍ ବୋଲାଯାଏ, ତତ୍ପରେ ରଙ୍ଗ ଦେବାକୁ ହୁଏ, ଏହାକୁ କଲରିଙ୍ଗ୍ ବୋଲାଯାଏ]