ପୟା ଅମାବାସ୍ୟା

ଉଇକିଅଭିଧାନ‌ରୁ

ପୟା ଅମାବାସ୍ୟା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

(ପୟା ଅମାସ୍ୟା—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପ୍ରଦୀପାମାବାସ୍ୟା)[ସମ୍ପାଦନା]

କାର୍ତ୍ତିକ ଅମାବାସ୍ୟା; ପିପେଇ ଅମାବାସ୍ୟା —The new-moon of the month of Kārtika.

[ଦ୍ରଷ୍ଟବ୍ୟ —ଏହି ଅମାବସ୍ୟାରେ ହିନ୍ଦୁ ଗୃହସ୍ଥମାନେ ପିତୃ—ଶ୍ରାଦ୍ଧ କରନ୍ତି ଓ ପୂର୍ବପୁରୁଷମାନଙ୍କ ଉଦ୍ଦେଶ୍ୟରେ ଦୀପାଲୋକ ପ୍ରଦର୍ଶନ କରନ୍ତି ଶୂଦ୍ରମାନେ ଏହାକୁ 'ବଡ଼ବଡ଼ିଆଡକା' ଉଆଁସ ବୋଲି କହନ୍ତି]