ଫଁଦିବା

ଉଇକିଅଭିଧାନ‌ରୁ

ଫଁଦିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

[ଫଁଦା(ଦେ)ଇବା—ଅନ୍ୟରୂପ]

ପ୍ରାଦେଶିକ - (ସମ୍ୱଲପୁର)କ୍ରିୟାପଦ -[ସମ୍ପାଦନା]

ଦୁଇଟି ପଦାର୍ଥକୁ ଦଉଡ଼ିରେ ବାନ୍ଧିବା —To tie up two things with a rope or string.