ଫଉଜଦାରି ସୁପର୍ଦ୍ଦ
ଫଉଜଦାରି ସୁପର୍ଦ୍ଦ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଫଉଜଦାରି ସମ୍ପର୍ଦ୍ଦ, ଫଉଜଦାରି ସୋପର୍ଦ୍ଦ, ଫୌଉଜଦାରି ସୁପର୍ଦ୍ଦଅନ୍ୟରୂପ
ଅନୁବାଦ[ସମ୍ପାଦନା]
ଫଉଜଦାରି ସୁପର୍ଦ୍ଦ
|
ବୈଦେଶିକ - ବିଶେଷଣ - (ଫାରାସୀ - ଫଉଜ୍ଦାରୀ+ସୋପର୍ଦ)[ସମ୍ପାଦନା]
ମାଜିଷ୍ଟ୍ରେଟଙ୍କ ବିଚାରାଧୀନ (ନକଦ୍ଦମା); ବିଚାର ନିମନ୍ତେ ମାଜିଷ୍ଟ୍ରେଟଙ୍କ ନିକଟକୁ ପୁଲିସଦ୍ୱା ପ୍ରେରିତ (ଅପରାଧୀ ବା ମୁଦାଲା) — (an accused or a case) Committed to the court of a Magistrate for trial.