ଫଉଦ
ଦେଖଣା
ଫଉଦ
ଉଚ୍ଚାରଣ
[ସମ୍ପାଦନା][ଫୌଜ(ଦ)—ଅନ୍ୟରୂପ]
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଫା)
[ସମ୍ପାଦନା]- ୧. ସୈନ୍ୟ — ୧. Army; host.
ଫଉଜ ତୁଲେ କୂଞ୍ଜହାରେ ରଖାଅ ବେକ୍ରବଲ୍ଲୀ ଧାରିଣୀକି—କବିସୂର୍ଯ୍ୟ. କିଶୋରୀଚମ୍ପୂ ଫ. ଗୀତ
- ୨. ଜନସମୂହ; ବହୁ ଲୋକ —୨. An assemblage of men; a crowd of people.
- ୩. ଦଳ; ପହ୍ଲ —୩. Crowd; herd.
(ଯଥା—ଘୁଷୁରି ଫଉଜ, ଗୋରୁ ଫଉଜ ଇତ୍ୟାଦି)