ଫକଡ଼
ଦେଖଣା
ଫକଡ଼
ଉଚ୍ଚାରଣ
[ସମ୍ପାଦନା]ଫକ(କ୍କ)ଡ଼ି, ଫକ(କ୍କ)ଡ଼ିଆ, ଫକ(କ୍କ)ଡ଼ବାଜ୍, ଫକ(କ୍କ)ଡଂବାଜ୍ଅନ୍ୟରୂପ
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷଣ - (ଆରବୀ - ଫକ୍କର୍=ଶଠ; ଧୂର୍ତ୍ତ)
[ସମ୍ପାଦନା]- ୧. ଶଠ; ଧୂର୍ତ୍ତ; ଧଡ଼ୀବାଜ୍ — ୧. Fraudulent.
- ୨. ପ୍ରବଞ୍ଚକ — ୨. Deceptive; cheating.
- ୩. ପ୍ରଗଳ୍ଭ; ବାଚାଳ — ୩. Bragging; wagging.
- ୪. ନିର୍ଦ୍ଧନ; ଗରିବ; କଙ୍ଗାଳ — ୪. Poor; destitute.
- ୫. ଅପବ୍ୟୟୀ —୫. Squadering; spendthrift.
- ୬. ଅନ୍ତଃସାରଶୂନ୍ୟ —୬. Unsubstantial.
- ୭. ତୁଚ୍ଛ; ହେୟ —୭. Meau; despicable.