ଫକା
ଦେଖଣା
ଫକା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା][ପକା(କ୍କା)ସିଆ—ଅନ୍ୟରୂପ]
ବୈଦେଶିକ - ବିଶେଷଣ - (ଆରବୀ - ଫକ୍; ତୁଳ. ସଂସ୍କୃତ - ପିଙ୍ଗ)
[ସମ୍ପାଦନା]- ୧. ପିଙ୍ଗଳ; ଫିକା; ପାଣ୍ଡୁର; ବିବର୍ଣ୍ଣ — ୧. Ashy; pale; light-coloured.
- ୨. ବ୍ୟର୍ଥ —୨. Vain.
- ୩. ଶୂନ୍ୟ; ଫମ୍ପା — ୩. Empty.
ପ୍ରାଦେଶିକ - (ସମ୍ୱଲପୁର ଓ ଗଡ଼ଜାତ) ବିଶେଷ୍ୟ -
[ସମ୍ପାଦନା]ଫିତା —Tape.
ଯଥା—ସୁନାର ହାତକଡ଼ି ଓ ଚମଡ଼ାର ଫକା)