ଫକୀର

ଉଇକିଅଭିଧାନ‌ରୁ

ଫକୀର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଫକିରୀ, ଫକିରାଣୀସ୍ତ୍ରୀ

(ଅମୀର—ବିପରୀତ)

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - ପୁଂ. (ଆରବୀ - ଫକୀର୍)[ସମ୍ପାଦନା]

୧. ମୁସଲମାନ୍ ସନ୍ୱ୍ୟାସୀ ବା ସାଧୁ —୧. A Mahomedan mendicant.
୨. ଭିକ୍ଷୁକ —୨. Beggar.

ବୁଲୁଛନ୍ତି ବନେ ଫକୀର ବେଶ ହୋଇ କୃଷ୍ଣିସିଂହ, ମହାଭାରତ ବନ

୩. ଅତି ଗରୀବ ଲୋକ — ୩. A very poor man.

ଆନି ଯେ ସନେ କାଲି ସେ ଫକୀର ମଧସୂଧନ, କବିତାବଳି

୪. ଅପର୍ତ୍ତିଆଣୀ ପୁରୁଷ ଲୋକଙ୍କୁ ଦିଆଯିବା ନାମ — ୪. A Name given to males who are born after the death of their elders.
(ଫକୀର—ସ୍ତ୍ରୀ) 

ବିଶେଷଣ -[ସମ୍ପାଦନା]

୧. ଗରିବ —୧. Poor.
୨. ଅଭାବଗ୍ରସ୍ତ —୨. Needy; in want.
୩. ଫକୀର ସମ୍ୱନ୍ଧୀୟ —୩. Relating to a Mahomendan mendicant.
୪. ଗରିବ ବ୍ୟକ୍ତିର ଉପଯୁକ୍ତ — ୪. Befitting a poor man.