ଫକ୍କା

ଉଇକିଅଭିଧାନ‌ରୁ

ଫକ୍କା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

[ପକା(କ୍କା)ସିଆ—ଅନ୍ୟରୂପ]

ବୈଦେଶିକ - ବିଶେଷଣ - (ଆରବୀ - ଫକ୍; ତୁଳ. ସଂସ୍କୃତ - ପିଙ୍ଗ)[ସମ୍ପାଦନା]

୧. ପିଙ୍ଗଳ; ଫିକା; ପାଣ୍ଡୁର; ବିବର୍ଣ୍ଣ — ୧. Ashy; pale; light-coloured.
୨. ବ୍ୟର୍ଥ —୨. Vain.
୩. ଶୂନ୍ୟ; ଫମ୍ପା — ୩. Empty.

ପ୍ରାଦେଶିକ - (ସମ୍ୱଲପୁର ଓ ଗଡ଼ଜାତ) ବିଶେଷ୍ୟ -[ସମ୍ପାଦନା]

ଫିତା —Tape.

ଯଥା—ସୁନାର ହାତକଡ଼ି ଓ ଚମଡ଼ାର ଫକା)